Jump to content

ବେଶକ

ଉଇକିଅଭିଧାନ‌ରୁ

ବେଶକ

ଉଚ୍ଚାରଣ

[ସମ୍ପାଦନା]
(ବେଶିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବିଶ୍ ଧାତୁ=ପ୍ରବେଶ କରିବା+କର୍ତ୍ତୃ. ଅକ)

[ସମ୍ପାଦନା]

ପ୍ରବେଶକାରକ; ପ୍ରବେଶକାରୀ —Entering.

ସଂସ୍କୃତ - ବି— (ବିଶ୍ ଧାତୁ+କର୍ମ ବା ଅଧିକରଣ. ଅକ)

[ସମ୍ପାଦନା]

ଗୃହ — House.