ବେଶଧର
ଦେଖଣା
ବେଶଧର
ଉଚ୍ଚାରଣ
[ସମ୍ପାଦନା]ବେଶଧାରକ, ବେଶଧାରୀଅନ୍ୟରୂପ
ବେଶଧରା, ବେଶଧାରିକା, ବେଶଧାରିଣୀ—ସ୍ତ୍ରୀ
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବେଶ+ଧୃ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଅମୁକର ବେଶ ଧାରଣକାରୀ —୧. Assuming the garb of .
- ୨. ଛଦ୍ମବେଶୀ —୨. Wearing a mask.
ବିଶେଷ୍ୟ -
[ସମ୍ପାଦନା]- ୧. ଛଦ୍ମ— ବେଶଧାରୀ —୧. The wearer of a mask.
- ୨. ଭଣ୍ଡ ତପସ୍ୱୀ —୨. An imposter; a wicked person assuming the garb of a recluse.
- ୩. ଜୈନ ସଂପ୍ରଦାୟବିଶେଷ (ହିନ୍ଦୀ - ଶ) —୩. A sect of J&aline;i̱nas.
- ୪. ପୁରାଣାଦିରେ ବର୍ଣ୍ଣିତ ସଙ୍କର ଜାତିବିଶେଷ (ହିନ୍ଦୀ - ଶ) — ୪. A hybrid caste mentioned in the Hindu mythologies.