Jump to content

ବେଶବାର

ଉଇକିଅଭିଧାନ‌ରୁ

ବେଶବାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବିଶ୍ ଧାତୁ=ପ୍ରବେଶ କରିବା+ଭାବ. ଅ= ବେଶ; ବୃ ଧାତୁ=ପ୍ରାର୍ଥନା କରିବା+ଭାବ. ଅ)

[ସମ୍ପାଦନା]
୧. ତିଅଣରେ ଦିଆ ଯିବାପାଇଁ ଧନିଆ ସୋରିଷ ଆଦିର ବଟା; ବାଟଣା —୧. A paste of spices for flavouring curry; sauce.
୨. ଏକପ୍ରକାର ତିଅଣ — ୨. A kind of curry.