ବେଶର ବାଟିବା
ଦେଖଣା
ବେଶର ବାଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେଶର ବାଟିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସୋରିଷ ବାଟିବା —୧. To bruise rye for preparing paste.
- ୨. (ଲକ୍ଷଣାର୍ଥ) ପରିଶ୍ରମଜନକ କାର୍ଯ୍ୟ କରିବା —୨. (figurative) To perform a laborious task.
(ଉ—ବଡ଼ ବଡ଼ ଗଲେ ଫସଲ ଫାଟି, ସାନ ସାନ ଆସିଲେ ବେଶର ବାଟି ଢଗ)