Jump to content

ବେଶାଭୂଷା

ଉଇକିଅଭିଧାନ‌ରୁ

ବେଶାଭୂଷା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସହଚର) (ବେଶ+ଭୂଷା=ଅଳଙ୍କାର)

[ସମ୍ପାଦନା]

ସାଜସଜ୍ଜା; ପୋଷାକ ଓ ଅଳଙ୍କାର —Dress and ornaments.

(ଉ—ନାଗରୀଙ୍କ ବେଶଭୂଷାରେ ନୟନ ମଜ୍ଜୁ ଅଛି କୁତୂହଳେ ରାଧାନାଥ, ପାର୍ବତୀ)