Jump to content

ବେଶ୍ୟାଚାର୍ଯ୍ୟ

ଉଇକିଅଭିଧାନ‌ରୁ

ବେଶ୍ୟାଚାର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବେଶ୍ୟା=ଗଣିବା+ଆଚାର୍ଯ୍ୟ=ଶିକ୍ଷାଗୁରୁ)

[ସମ୍ପାଦନା]
୧. ପୀଠମର୍ଦ୍ଦ; ଭାଡ଼ୁଆ —୧. A procurer.
୨. ବେଶ୍ୟାଙ୍କର ନୃତ୍ୟଗୁରୁ —୨. A dancing master to a dancing girl.