ବେଶ କାରକ
[ବେଶକାରୀ—ଅନ୍ୟରୂପ]
ବେଶ କାରିକା, ବେଶକାରିଣୀ—ସ୍ତ୍ରୀ
ଯେ କୌଣସି ବ୍ୟକ୍ତିର ବେଶବିନ୍ୟାସ କଲେ —Decorator; a person who dresses up other people.