ବେଶ ଧରିବା
(ବେଶ ପନ୍ଧିବା—ଅନ୍ୟରୂପ)
ବେଶ ପରିଧାନ କରିବା; କୌଣସି ବେଶରେ ସଜ୍ଜିତ ହେବା —To put on a garb or dress; to a sume a garb.