Jump to content

ବେଷାଦ୍

ଉଇକିଅଭିଧାନ‌ରୁ

ବେଷାଦ୍

ଉଚ୍ଚାରଣ

[ସମ୍ପାଦନା]

ବୈଦେଶିକ - ବିଶେଷଣ -(ଫାରାସୀ - ବିସାତ୍)

[ସମ୍ପାଦନା]

ଶକ୍ତିଶାଳୀ —Strong; powerful.

[ଉ—ପୟଃ ପରିଣତ ମଧୁର ସାସିତ ଶର୍କରା କେତେ ବେଷାଦ୍ ଗୋ କବିସୂର୍ଯ୍ୟ ସଙ୍ଗୀତ]

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

ଶକ୍ତି; ବଳ; ସାମର୍ଥ୍ୟ —Strength;power.

(ଯଥା—ତାର ବେଷାଦ କେତେ?)