ବେଷ୍ଟିତ
ଚାରିଆଡ଼େ ଆବୃତ —Surrounded.
=== ସଂସ୍କୃତ - ବିଶେଷ୍ୟ - (ବେଷ୍ଟ ଧାତୁ+ ଭାବ. ତ)
ବେଷ୍ଟନ; ଚାରିଆଡ଼େ ଘେରା ହେବା —Surrounding.