Jump to content

ବେଷ୍ଟିବା

ଉଇକିଅଭିଧାନ‌ରୁ

ବେଷ୍ଟିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ବେଢ଼ାଇ ହେବା —To be surrounded.

(ଉ—ଦେହରେ ବେଷ୍ଟି ମହାଗିରି, ରହିଲା ବିଶ୍ୱରୂପ ଧରି ଜଗନ୍ନାଥ. ଭାଗବତ)