ବେସ୍ତ
ଦେଖଣା
ବେସ୍ତ
ଉଚ୍ଚାରଣ
[ସମ୍ପାଦନା](ବେସ୍ତିତ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ବ୍ୟସ୍ତତା)
[ସମ୍ପାଦନା]ବ୍ୟସ୍ତତା (ଦେଖ) - —Byastatā (See)
(ଉ—ଧ୍ୱଜ ଯଷ୍ଟି ଧରି ରହିଲେ ମୁଣ୍ଡ ପୋତି, ତା ଦେଖି ତୁମ୍ଭ ସେନା ବେସ୍ତ କଲେ ମତି କୃଷ୍ଣସିଂହ. ମହାଭାରତ. ଦ୍ରୋଣ)
=== ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ -
ବ୍ୟସ୍ତ) ===
- ୧. ବ୍ୟସ୍ତ (ଦେଖ) - —୧. Byasta (See)
- ୨. ରୁଗ୍ନ —୨. Sick; ailing; ill.
(ଉ—ମୁଁ ବେସ୍ତହୋଇଁ ହେଇଁ ମଲିଣି ଭିକାରୀ. ଯୌତୁକ)
- ୩. ଦୁଃଖିତ —୩. Sorry; worried.