Jump to content

ବେହଦ୍

ଉଇକିଅଭିଧାନ‌ରୁ

ବେହଦ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - ବେହଦ୍)

[ସମ୍ପାଦନା]
୧. ଅସୀମ —୧. Limitless.
୨. ଅଶେଷ —୨. Endless.
୩. ତାଜୁବ୍; ଆଶ୍ଚର୍ଯ୍ୟନ୍ୱିତ —୩. Astonished.
୪. ନିର୍ବେଦ୍; କିଂ କର୍ତ୍ତବ୍ୟବିମୂଢ଼ —୪. Bewildered.