Jump to content

ବେହରଣ

ଉଇକିଅଭିଧାନ‌ରୁ

ବେହରଣ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିହାର)

[ସମ୍ପାଦନା]
୧. ସଭାମଣ୍ଡପ —୧. A roofed pandal.

(ଉ—ସ୍ୱର୍ଣ୍ଣମୟ ଦିବ୍ୟ ବେହରଣରେ ମଧୂସୂଦନ. ଛାନ୍ଦମାଳା)

୨. ବଇଠକି ସଭା —୨. Meeting; assembly.
୩. ବିହାର ସ୍ଥାନ;ବିହାର ମଣ୍ଡପ —୩. A portico where people sit for recreation.
୪. ବିହାର —୪. Recreation.
୫. ଉପବେଶନ ବା ଶୟନ —୫. Sitting or sleeping.

(ଉ—ଖଟାଅ ମୋତେ ତା ବେହରଣ ଫୁଲ ଖଟ ତଳେ ଦିବା ନିଶା କବିସୂର୍ଯ୍ୟ ସଙ୍ଗୀତ)

୬. (ରାଜାଙ୍କକ ପ୍ରତି ବ୍ୟବହୃତ)ଉପବେଶନ; ବସିବା; ବିଜେ କରିବା — Sitting (used in respect of Rājās.)