ବେହାଲ୍
ଦେଖଣା
ବେହାଲ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ବେହାଲିଆ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ବେ+ ହାଲ୍)
[ସମ୍ପାଦନା]- ୧. ଦୁର୍ଦ୍ଦଶା —୧. Bad condition.
- ୨. ଦୁର୍ବଳ ଅବସ୍ଥା —୨. Weak state.
[ଉ—ବୀରେଇ ବାହାରି ଆସିବା ଦିନଠାରୁ ମାମୁଁ ମାଈଁ ବଡ଼ ବେହାଲରେ ପଡ଼ିଲେଣି— ଫକୀରମୋହନ. ଗଳ୍ସ୍ୱଳ୍ପ]
ବୈଦେଶିକ - ବିଶେଷଣ -
[ସମ୍ପାଦନା]- ୧. ଦୁର୍ବଳ —୧. Weak.
- ୨. କ୍ଷୀଣ —୨. Feeble.
- ୩. ବିପନ୍ନ —୩. Beset with danger.
- ୪. ଦୀନଦଶାଗ୍ରସ୍ତ —୪. Beset with misery.
- ୫. କାତର; ନାଚାର; ନିରାଶ୍ରୟ —୫. Helpless.