ବେହୁର ମତ୍
ଦେଖଣା
ବେହୁର ମତ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେହୁର ମତ୍
|
ବୈଦେଶିକ - ବିଶେଷଣ - (ଫାରାସୀ - ବେ+ହୁର୍ମତ୍)
[ସମ୍ପାଦନା]- ୧. ସମ୍ଭ୍ରମହୀନ; ଅସମ୍ମାନିତ — ୧. Dishonourable; disrespectful.
- ୨. ନିର୍ଲ୍ଲଜ୍ଜ —୨. Shameless.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସମ୍ଭ୍ରମ —୧. Want of dignity.
- ୨. ଅମର୍ଯ୍ୟାଦା —୨. Disrespect.