Jump to content

ବେହେଣ୍ଟା

ଉଇକିଅଭିଧାନ‌ରୁ

ବେହେଣ୍ଟା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଛୋଟ ଓ ସଳଖ ବନ୍ୟ ବୃକ୍ଷ ବିଶେଷ — ୧. L. Lemonia.

[ଦ୍ରଷ୍ଟବ୍ୟ —ଏହାର କାଠ ଶକ୍ତ ଓ ଏ ଗଛର କାଠରେ ଶଗଡ଼ର ଅଖ ତିଆରି ହୁଏ]

୨. ବେଟା (ଦେଖ) - —୨. Beñṭā (See)