ବେହେରୀ
ଦୁଧ ଆଉଟିବା ଓ ଦହି ମୋହିଁବାରେ ବ୍ୟବହୃତ ଏକପ୍ରକାର ହାଣ୍ଡି —A kind of earthen pot used for boiling milk and churning curd.
[ଦ୍ରଷ୍ଟବ୍ୟ —ପ୍ରତେ ହୁଏ ଚନ୍ଦ୍ର ଯେହ୍ନେ ସ୍ଫଟିକ ବେହେରୀ—ଚିନ୍ତାମଣି. ଭାରତଲଳନା]