Jump to content

ବେହେଲା

ଉଇକିଅଭିଧାନ‌ରୁ

ବେହେଲା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ସଂସ୍କୃତ - ବଲ୍ଲରୀ, ଇଂ ଭାୟୋଲିନ୍, ପର୍ଟୁ; ଭାୟୋଲା)

[ସମ୍ପାଦନା]

ଚାରିଗୋଟି ଚର୍ମତନ୍ତ୍ରବିଶିଷ୍ଟ ଯନ୍ତ୍ର —Violin

[ଦ୍ରଷ୍ଟବ୍ୟ —ଏହି ତାରମାନ ଘୋଡ଼ାର ଲାଞ୍ଜ ବାଳରେ ନିର୍ମିତ ଧନୁର୍ଗୁଣ (ମାଣି)ଦ୍ୱାରା ଘର୍ଷିତ ହୋଇ ମଧୁର ଶବ୍ଦ ଉତ୍ପାଦନ କରେ ଏହି ଚାରି ଗୋଟି ତାରରୁ ଚାରୋଟି ସ୍ୱର ବାହାରେ ଯଥା—୧. ପଞ୍ଚମ, ୨. ସୁର, ୩ ମଧ୍ୟମ, ୪. ଖାଦ]