Jump to content

ବେହେଲା କମାଣି

ଉଇକିଅଭିଧାନ‌ରୁ

ବେହେଲା କମାଣି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଲ୍ଲୀ+କମାଣ)

[ସମ୍ପାଦନା]
୧. ବେହେଲା ତାରକୁ ଟେକି ଧରିଥିବା ପାନିଆ ଆକାରର ଖଣ୍ଡିଏ ପତଳା କାଠ —୧. A comb-shaped bit of thin wood supporting the strings of the violin.
୨. ବେହେଲା ଛଡ଼ (ଦେଖ) - — ୨. Behelā chhaṟḍ̠a (See)