ବେହୋଦା
ଦେଖଣା
ବେହୋଦା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଫାରାସୀ - ବେହୁଦ୍ଦା)
[ସମ୍ପାଦନା]- ୧. ଅନ୍ୟାୟ —୧. Wrong.
- ୨. ଅନୁଚିତ —୨. Improper.
[ଉ—ତୁମ୍ ଏସା ବେହୁଦା ସବାଲ କରୋଗେ ତ, ତୁମାରା ଓକାଲତୀ କେନ୍ସିଲ୍ କରଦେବା—ଫକୀରମୋହନ. ଛମାଣ ଆଠଗୁଣ୍ଠ]
- ୩. ଅନିୟମିତ —୩. Irregular.
- ୪. ନିୟମ ଲଙ୍ଘନ— କାରୀ —୪. Transgressing or infriging a rule.