Jump to content

ବେ—ଦଖଲ୍

ଉଇକିଅଭିଧାନ‌ରୁ

ବେ—ଦଖଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - ବେଦଖଲି) (କଚିରିଆ)

[ସମ୍ପାଦନା]
୧. ଅଧିକାରଚ୍ୟୁତ; କୌଣସି ବସ୍ତୁ ବା ସମ୍ପତ୍ତିର ଅଧିକାରରୁ ବଞ୍ଚିତ (ବ୍ୟକ୍ତି) — ୧. Dispossessed of a property.
୨. ଅନଧି— କୃତ —୨. not taken possession of (said of a property).

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା) (କଚିରିଆ)

[ସମ୍ପାଦନା]

କୌଣସି ସମ୍ପତ୍ତିର ଅଧିକାରରୁ ଚ୍ୟୁତ ହେବା —Dispossession; discontinuance of possession.