Jump to content

ବେ(ସ)ର

ଉଇକିଅଭିଧାନ‌ରୁ

ବେ(ସ)ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବେଶ+ରା ଧାତୁ=ଦାନ କରିବା=କର୍ତ୍ତ. ଅ; ବା ବେଶ୍ ଧାତୁ+କର୍ତ୍ତ. ଅର)

[ସମ୍ପାଦନା]
୧. ଅଶ୍ୱତର; ଗଧ ଔରସରେ ଘୋଡ଼ୀ ପେଟରୁ ଓ ଘୋଡ଼ା ଔରସରେ ମାଈଗଧ ପେଟରୁ ଜାତ ଅଶ୍ୱ, ଖଚ୍ଚର — Mule.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେଶବାର)

[ସମ୍ପାଦନା]
୧. ତରକାରିରେ ଦିଆଯିବା ସୋରଷବଟା —୧. Rye paste for curry.
୨. ସୋରିଷ ବଟା ଦିଆଯାଇ ତିଆର କରାଯାଇ ଥିବା ମାଛ ତିଅଣ —୨. Fish curry prepared with rye paste.
୩. ବାମନାସାର ପିନ୍ଧାଯିବା ଏକପ୍ରକାର ବୁଣା —୩. A tip or ornaments worn on the left nose.

(ଉ—ନାସା— ମଣ୍ଡିବି ବେଶରେ ପ୍ରବର୍ତ୍ତି ଥିବି ହାସରେ ଭଞ୍ଜ. ପ୍ରେମସୁଧାନିଧି)

୪. ସୋରିଷ — ୪. Rye.