ବେ(ହେ)ରଣ
ଦେଖଣା
ବେ(ହେ)ରଣ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିହାର)
[ସମ୍ପାଦନା]- ୧. ସଭାମଣ୍ଡପ —୧. A roofed pandal.
(ଉ—ସ୍ୱର୍ଣ୍ଣମୟ ଦିବ୍ୟ ବେହରଣରେ ମଧୂସୂଦନ. ଛାନ୍ଦମାଳା)
- ୨. ବଇଠକି ସଭା —୨. Meeting; assembly.
- ୩. ବିହାର ସ୍ଥାନ;ବିହାର ମଣ୍ଡପ —୩. A portico where people sit for recreation.
- ୪. ବିହାର —୪. Recreation.
- ୫. ଉପବେଶନ ବା ଶୟନ —୫. Sitting or sleeping.
(ଉ—ଖଟାଅ ମୋତେ ତା ବେହରଣ ଫୁଲ ଖଟ ତଳେ ଦିବା ନିଶା କବିସୂର୍ଯ୍ୟ ସଙ୍ଗୀତ)
- ୬. (ରାଜାଙ୍କକ ପ୍ରତି ବ୍ୟବହୃତ)ଉପବେଶନ; ବସିବା; ବିଜେ କରିବା — Sitting (used in respect of Rājās.)