Jump to content

ବେ ଅନ୍ଦାଜ

ଉଇକିଅଭିଧାନ‌ରୁ

ବେ ଅନ୍ଦାଜ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବେଅନ୍ଦାଜିଆ—ଅନ୍ୟରୂପ)

ବୈଦେଶିକ - ବିଶେଷଣ - (ଫା)

[ସମ୍ପାଦନା]
୧. ଅସଂଖ୍ୟ; ଅପରିମିତ — ୧. Innumerable; countless.
୨. ଅନୁମାନବିହୀନ —୨. Having no capacity for inference.
୩. ଅଜ୍ଞାତ —୩. Unkown.
୪. ଯାହାର ଅନ୍ଦାଜ ବା ଅନୁମାନ ଠିକ୍ ନୁହେ —୪. Having no capacity for making an estimate.
୫. ପରସ୍ପର ସଙ୍ଗେ ସଙ୍ଗତି ବା ସାମ୍ୟବିହୀନ —୫. Disproportionate.
୬. ଦରକାର ଠାରୁ ଅତ୍ୟଧିକ —୬. Immoderate.