ବେ ଆଇନି ଜନତା
ଦେଖଣା
ବେ ଆଇନି ଜନତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେ ଆଇନି ଜନତା
|
[ବେ ଆଇନ୍(ନି) ମେଳ(ଳି)—ଅନ୍ୟରୂପ]
ଦେଶଜ - ବିଶେଷ୍ୟ - (କଚିରିଆ)
[ସମ୍ପାଦନା]ଅବୈଧ ଜନସଂଘ; ଅସାଧୁ ଉଦ୍ଦେଶ୍ୟରେ ପାଞ୍ଚ ଜଣରୁ ଅଧିକ ଲୋକଙ୍କ ଏକତ୍ର ହେବା — Unlawful assembly; an assembly of five or more persons formed with some unlawful object.
[ଦ୍ରଷ୍ଟବ୍ୟ —ମନ୍ଦ ବା ବେଆଇନ୍ ଉଦ୍ଦେଶ୍ୟରେ ବା ଶାନ୍ତିଭଙ୍ଗ କରିବା ବା ମାରପିଟ ବା ଅପରାଧ କରିବା କାରଣ ୫ ବା ୫ରୁ ଅଧିକ ବ୍ୟକ୍ତି ଏକତ୍ର ହେଲେ ତାହା ବେଆଇନ୍ ଜନତା ହୁଏ ଉଦ୍ଦେଶ୍ୟର ଓ ଅପରାଧର ପରିମାଣ ଓ ପ୍ରକୃତି ଅନୁସାରେ ଏଥିପାଇଁ ଭାରତୀୟ ଦଣ୍ଡବିଧି ଆଇନରେ ଭିନ୍ନ ଭିନ୍ନ ଦଣ୍ଡର ବ୍ୟବସ୍ଥା ଅଛି ବେଆଇନ୍ ଜନତାକୁ ଭାଙ୍ଗିଦେଇ ଘଉଡ଼ିବାପାଇଁ ମାଜିଷ୍ଟ୍ରେଟଙ୍କର ଓ ପୁଲିସର କ୍ଷମତା ଅଛି ଜନତାକାରୀମାନେ ମାଜିଷ୍ଟ୍ରେଟଙ୍କ ଆଦେଶ ନ ମାନିଲେ ମାଜିଷ୍ଟ୍ରେଟ୍ ବା ପୁଲିସ୍ ବଳପ୍ରୟୋଗପୂର୍ବକ ଏମାନଙ୍କୁ ଘଉଡ଼ିବାର ବିଧି ମଧ୍ୟ ଅଛି ]