Jump to content

ବେ ଆବୁର

ଉଇକିଅଭିଧାନ‌ରୁ

ବେ ଆବୁର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଣ—(ଫାରାସୀ - ବେ+ଆବରୁ =ମହତ୍ୱ)

[ସମ୍ପାଦନା]
୧. ମର୍ଯ୍ୟାଦାହୀନ; ବେଇଜ୍ଜତ୍ —୧. Devoid of honour or respect.
୨. ନିର୍ଲଜ୍ଜ —୨. Shameless; indecent; immodest.
୩. ଯେ (ଯେଉଁ ସ୍ତ୍ରୀଲୋକ) ପରଦା ବା ଅବରୋଧ ପ୍ରଥା ପାଳନ କରୁ ନାହିଁ —୩. (a woman) Not observing the rules of sectusion
୪. ଖୋଲା; ମେଲା —୪. Exposed to the public gaze; open.

=== ଦେଶଜ - ବି—(ଫାରାସୀ - ବେ+ସଂସ୍କୃତ - ଆବରଣ)

୫. ଅନାଚ୍ଛାଦିତ —୫. Uncovered.
୬. ଅଲୁକ୍କାୟିତ; ବେପରଦା —୬. Having no screen; unconcealed.

ବୈଦେଶିକ - ବିଶେଷ୍ୟ - (ଫାରାସୀ - )

[ସମ୍ପାଦନା]
୧. ମର୍ଯ୍ୟାଦାହୀନତା; ଇଜ୍ଜତର ଅଭାବ —୧. Want or absense of honour or decency.
୨. ନିର୍ଲଜ୍ଜତା —୨. Shamelessness.
୩. ସ୍ତ୍ରୀମାନଙ୍କ ପରଦା ପ୍ରଥାର ଆଭାବ; ସ୍ତ୍ରୀମାନଙ୍କର ସାଧାରଣଙ୍କ ସମ୍ମୁଖରେ ଅନାବୃତ ମୁଖ ହୋଇ ବାହାରିବା ଅବସ୍ଥା — ୩. Non observance of the Purdah system by women.
୪. ଅନାବୃତ ଅବସ୍ଥା —୪. The state of beging uncovered.
୫. ଗୁପ୍ତନ ରହିବାର ଅବସ୍ଥା —୫. Absece of privacy.