Jump to content

ବେ ଆୟତ୍ତ

ଉଇକିଅଭିଧାନ‌ରୁ

ବେ ଆୟତ୍ତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ଫାରାସୀ - ବେ+ସଂସ୍କୃତ - ଆୟତ୍ତ)

[ସମ୍ପାଦନା]
୧. ଅନାୟତ୍ତ; ଶକ୍ତିବହିର୍ଭୂତ — ୧. Beyond one's control.
୨. ଅବଶ — ୨. Powerless.
୩. ନିଃସହାୟ —୩. Helpless.