ବେ ଇଜତ୍
ଦେଖଣା
ବେ ଇଜତ୍
ଉଚ୍ଚାରଣ
[ସମ୍ପାଦନା][ବେଜ(ଜି)ତ(ତି)—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଫାରାସୀ - ବେ+ଇଜ୍ଜତ= ମମ୍ଭ୍ରସ)
[ସମ୍ପାଦନା]- ୧. ସମ୍ଭ୍ରମଶୂନ୍ୟ — ୧. Immodest.
- ୨. ଅଶ୍ଳୀଳ — ୨. Indecent.
- ୩. ଅବମାନିତ; ଅପଦସ୍ଥ; ଅସମ୍ମାନିତ; ଲାଞ୍ଛିତ; ମହତସରା —୩. Dishonoured; insulted; disgraced; shorn of respectability.
- ୪. ଅସମ୍ମାନଜନକ —୪. Disrespectful; dishonourable; scandalous;
ଅନୁବାଦ
[ସମ୍ପାଦନା]ବିଶେଷ୍ୟ -
[ସମ୍ପାଦନା]- ୧. ଲାଞ୍ଛନା; ଅପମାନ —୧. Insult; disgrace;
- ୨. ସ୍ତ୍ରୀଲୋକଙ୍କ ସମ୍ଭ୍ରମ ନାଶ; ସ୍ତ୍ରୀଲୋକଙ୍କ ମହତ ସାରିବା —୨. Violation of the modesty of females; outrage of female modesty;