ବେ ଇଜ୍ଜତିଆ
ଦେଖଣା
ବେ ଇଜ୍ଜତିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ପା. ବେଇଜ୍ଜତ୍)
[ସମ୍ପାଦନା]- ୧. ଅସମ୍ମାନିତ; ଅବମାନିତ; ଅପଦସ୍ଥ; ଲାଞ୍ଛିତ —୧. Dishonoured; disgraced; insulted.
- ୨. ଯେ ଅନ୍ୟକୁ ଅବମାନିତ ବା ଲାଞ୍ଛିତ କରେ —୨. Insulting or disgracing others.
- ୩. ସ୍ତ୍ରୀର ସମ୍ଭ୍ରମନାଶକାରୀ —୩. Outraging female modesty.
- ୪. ଅସମ୍ମାନଜନକ — ୪. Disrespectful; dishonourable.