Jump to content

ବେ ଇନିଶାଫ୍

ଉଇକିଅଭିଧାନ‌ରୁ

ବେ ଇନିଶାଫ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବେନିଶାପ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବେ+ଇନ୍ସାଫ୍=ନ୍ୟାୟ— ବିଚାର)

[ସମ୍ପାଦନା]

ଅନ୍ୟାୟ; ଅବିଚାର — Injustice; inquity.

ବୈଦେଶିକ - ବିଶେଷଣ -

[ସମ୍ପାଦନା]

ଅନ୍ୟାୟ; ନ୍ୟାୟ ହିରହିତ —Unrighteous; inequitable.