ବେ ଇଲାକା
ଦେଖଣା
ବେ ଇଲାକା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]- ୧. ଯାହା ନିଜର ଇଲାକା ନୁହେଁ — ୧. That which is not one's jurisdiction.
- ୨. ନିଜର ସମ୍ପର୍କ ବହିର୍ଭୂତ ସ୍ଥାନ ବା ବିଷୟ — ୨. A place or matter which is beyound one's juirsdiction.
- ୩. ଯାହା ନିଜର ଭୂସମ୍ପତ୍ତି ନୁହେଁ —୩. That which is not one's landed Property.
- ୪. ନିଜର ସମ୍ପର୍କର ଅଭାବ — ୪. Want of one's connection.