ବେ ଇଲାକାଦାର୍
ଦେଖଣା
ବେ ଇଲାକାଦାର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେ ଇଲାକାଦାର୍
|
ବୈଦେଶିକ - ବିଶେଷଣ - (ଫାରାସୀ - ବେ+ଇଲାକା=ସମ୍ପର୍କ+ ଦାର୍; କଚିରିଆ ଭାଷା)
[ସମ୍ପାଦନା]ସମ୍ପର୍କରହିତ; ନିଃସ୍ୱତ୍ୱବାନ୍ —Divested of all connections; divested of all property-right.
(ଯଥା—ଆଜିଠାରୁ ଆମ୍ଭେ ବାୟା ଏ ବିକ୍ରୟ ସମ୍ପତ୍ତିରେ ନିସତ୍ତ୍ୱବାନ୍ ଓ ବେଇଲାକାଦାର୍ ହେଲୁ କବାଲାସର୍ତ୍ତ)