Jump to content

ବେ ଏକରାର୍

ଉଇକିଅଭିଧାନ‌ରୁ

ବେ ଏକରାର୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚିରିଆ) (ପା. ବେ+ଇକ୍ରାର୍ =ସ୍ୱୀକାର; ସର୍ତ୍ତ)

[ସମ୍ପାଦନା]
୧. ଅସ୍ୱୀକାର — ୧. Refusal; denial.
୨. ସର୍ତ୍ତହୀନତା — ୨. Want of conditions.
୩. ଅଭିଯୁକ୍ତ ବ୍ୟକ୍ତିର ଅପରାଧର ଅସ୍ୱୀକାର —୩. Denial of guilt by the acconsed.