Jump to content

ବେ ଓଜନ

ଉଇକିଅଭିଧାନ‌ରୁ

ବେ ଓଜନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବେଓଜନି, ବେଓଜନିଆଅନ୍ୟରୂପ

ବୈଦେଶିକ - ବିଶେଷଣ - (ଫାରାସୀ - ବେ+ବଜନ୍=ପରିମାଣ; ତଉଲ)

[ସମ୍ପାଦନା]
୧. ବେ ହିସାବ; ବେଅନ୍ଦାଜ —୧. Immoderate.
୨. ଯାହା ଓଜନ କରାଯାଇ ନ ଥାଏ — ୨. Not weighted; unbalanced.
୩. କ୍ଷମତା ବହିର୍ଭୂତ — ୩. Exceeding one's power.
୪. ସୀମା ବହି— ର୍ଭୂତ —୪. Exceeding the proper limit.
୫. ବିଶେଷ ଭାରି —୫. Very havy.
୬. ଅତିରିକ୍ତ —୬. Excessive.
୭. ଯାହାର ଆପେକ୍ଷିକ ପରିମାଣର ଜ୍ଞାନ ନାହିଁ — ୭. Having no sense of proportuion.