Jump to content

ବେ ଓଜରି

ଉଇକିଅଭିଧାନ‌ରୁ

ବେ ଓଜରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚେରିଆ)(ଫାରାସୀ - ବେ+ଉଜ୍ର=ଆପତ୍ତି)

[ସମ୍ପାଦନା]
୧. ଆପତ୍ତିବିହୀନ —୧. Inexcusable; without objection or excuse.
୨. ଯାହା ସମ୍ୱନ୍ଧେ ଆପତ୍ତି କରା ନ ଯାଏ — ୨. Not objected to,

ବୈଦେଶିକ - କ୍ରି.ବିଶେଷଣ -

[ସମ୍ପାଦନା]

ବିନା ଆପତ୍ତିରେ — Without objection.