Jump to content

ବେ କାଈଦା

ଉଇକିଅଭିଧାନ‌ରୁ

ବେ କାଈଦା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ବୈଦେଶିକ - ବିଶେଷଣ - (ଫାରାସୀ - ବେ+କାୟଦା=ନିୟମ) —

୧. ବିଶୃଙ୍ଖଳା; ଅନିମିୟତ —୧. Irregular.
୨. ଅନାୟତ୍ତ; ଅଶାସିତ — ୨. Uncontrolled; unruly; undisciplined.
୩. ବେଇଜତ (ଦେଖ) - —୩. Beijata (See)
୪. ବେଆଇନ୍ —୪. Illegal.

ବୈଦେଶିକ - ବିଶେଷ୍ୟ - (ଫା)

[ସମ୍ପାଦନା]
୧. ଶାସନର ଅଭାବ —୧. Want of discipline.
୨. ବିଶୃଙ୍ଖଳା —୨. Irregularity.