Jump to content

ବେ କାର୍

ଉଇକିଅଭିଧାନ‌ରୁ

ବେ କାର୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - ବେ+କାର୍=କର୍ମ)

[ସମ୍ପାଦନା]
୧. ନିକର୍ମା; କର୍ମରହିତ; ନିଷ୍କର୍ମା —୧. Unemployed; without work.
୨. ଅକର୍ମଠ; ଅଳସୁଆ —୨. Idle;
୩. ଜୀବିକା ବିହୀନ —୩. Having no means of livelihood.