Jump to content

ବେ କୁପ୍

ଉଇକିଅଭିଧାନ‌ରୁ

ବେ କୁପ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ବେଏକୁ(ଖୁ), ବେଏକୁ(ଖୁ)ପ୍(ବ୍), ବେଉକୁପ୍(ଫ୍, ବ୍)—ଅନ୍ୟରୂପ]

=== ବୈଦେଶିକ - ବିଶେଷଣ - (ଫାରାସୀ - ବେ+ବକୁଫ୍=ବୋଧ) —

ନିର୍ବୋଧ —Foolish; stupid. silly.

[ଉ—ମିଆଁ କହିଲେ—ବକୁବ୍ ! କମ୍ୱକ୍ତ ! ନାଲାଏକ୍ ! x x x ଫକୀରମୋହନ. ଛଅମାଣ ଆଠଗୁଣ୍ଠ]