ବେ ଚାଲି)
ଦେଖଣା
ବେ ଚାଲି)
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେ ଚାଲି)
|
ବୈଦେଶିକ - ବିଶେଷଣ - (ଫା ବେ+ଚାଲ୍=ଚରିତ୍ର)
[ସମ୍ପାଦନା]- ୧. ଅସଚ୍ଚରିତ୍ର —୧. Immoral.
- ୨. ମନ୍ଦ ଆଚରଣବିଶିଷ୍ଟ —୨. Of had conduct
- ୩. ମନ୍ଦ ଅଭ୍ୟାସଯୁକ୍ତ —୩. Of bad habits.
ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]- ୧. ଅସଦାଚରଣ —୧. Bad conduct.
- ୨. ମନ୍ଦ ନୀତି —୨. Bad practice or custom.
- ୩. ଦୁର୍ନୀତି; ଅସତ୍ ଚରିତ୍ର —୩. Immorality; vile character.
- ୪. ମନ୍ଦ— ଅଭ୍ୟାସ —୪. Bad habits.