ବେ ଚେଷ୍ଠା
ଦେଖଣା
ବେ ଚେଷ୍ଠା
ଉଚ୍ଚାରଣ
[ସମ୍ପାଦନା]ବେଚେରେଷ୍ଟା(ଷ୍ଠା), ବେଚେରେଷ୍ଟ (ଷ୍ଠ)ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ବିଚେଷ୍ଟ)
[ସମ୍ପାଦନା]- ୧. ରୋଗ ବା କ୍ଳାନ୍ତି ଯୋଗୁଁ ଅଜ୍ଞାନ; ଅଚେତା; Unconcious (owing to illness or labour).
- ୨. ନିଷ୍ପନ୍ଦ —୨. Motionless.
- ୩. ଅଙ୍ଗାଦି ଚାଳନରେ ଅକ୍ଷମ —୩. Incapable of moveing one's limbs