Jump to content

ବେ ଜମାନି

ଉଇକିଅଭିଧାନ‌ରୁ

ବେ ଜମାନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବେ+ଜବାନ୍=ବାକ୍ୟ

[ସମ୍ପାଦନା]
୧. ବଦ୍ଜବାନ୍; ଅଶ୍ଳୀଳ ଭାଷାରେ ଗାଳି —୧. Filthy abuse.
୨. ଅଶ୍ଳୀଳ ଭାଷା — ୨. Obscene language.

ବୈଦେଶିକ - ବିଶେଷଣ -

[ସମ୍ପାଦନା]
୧. ଅଶ୍ଳୀଳ ଭାଷୀ —୧. Obscene; using filthy language.
୨. ଯେ ଆପଣାର ପ୍ରତିଜ୍ଞା ରକ୍ଷା ନ କରେ —୨. False to one's promise.