Jump to content

ବେ ଠଉର

ଉଇକିଅଭିଧାନ‌ରୁ

ବେ ଠଉର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବେଠୌର—ଅନ୍ୟରୂପ)

ଦେଶଜ - ବିଶେଷଣ -(ଫାରାସୀ - ବେ+ସଂସ୍କୃତ - ସ୍ଥିର)

[ସମ୍ପାଦନା]
୧. ଅନିଶ୍ଚିତ —୧. Unsure; uncertain.
୨. ଅସ୍ଥିର —୨. Fickle; wavering.
୩. ଅଦୃଢ଼ —୩. Unstable; unfirm.
୪. ଯାହା ଠିକ୍ ହୋଇ ବସିନଥାଏ —୪. Unsteady.