ବେ ତଏନାତି
ଦେଖଣା
ବେ ତଏନାତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେ ତଏନାତି
|
[ବେତୈନାତ୍(ତି)—ଅନ୍ୟରୂପ]
ବୈଦେଶିକ - ବିଶେଷଣ - (ଫାରାସୀ - ବେ+ତଅୟ୍ୟୁନ୍)
[ସମ୍ପାଦନା]ଅନିଯୁକ୍ତ —Unengaged; not appointed.
ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]ନିୟୋଗହୀନତା, ଚାକିରି ଅଭାବ —Unemployment.