Jump to content

ବେ ତାକତି

ଉଇକିଅଭିଧାନ‌ରୁ

ବେ ତାକତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - ବେ+ତାକତ୍=ବଳ)

[ସମ୍ପାଦନା]

ଦୁର୍ବଳ; ଅକ୍ଷମ; ବଳହୀନ —Powerless;; weak; impotent; shorn of strength.

ବୈଦେଶିକ - . ବିଶେଷ୍ୟ -

[ସମ୍ପାଦନା]

ଦୁର୍ବଳତା —Weakness; impotence.