Jump to content

ବେ ତାର୍

ଉଇକିଅଭିଧାନ‌ରୁ

ବେ ତାର୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - )

[ସମ୍ପାଦନା]
୧. ବୀଣା ଆଦି ଯନ୍ତ୍ରର ତାର ବିଗିଡ଼ି ଯାଇଥିବା —୧. Deranged; out of tune (said of stringed instruments).
୨. ସ୍ୱାଦହୀନ; ବିସ୍ୱାଦ — ୨. Insipid; vapid; tastaless.
୩. ତାରର ବିନା ସାହାଯ୍ୟରେ ପ୍ରେରିତ ବା ଚାଳିତ (ସଂବାଦବାହକ ଯନ୍ତ୍ର) —୩. Wireless (message or instrument).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ତାରର ସାହାଯ୍ୟ ବିନା ତଡିତ୍ଶକ୍ତି ବଳରେ ଦୂର ଦେଶକୁ ସଂବାଦ ପ୍ରେରଣ — Wireless telegraph.