ବେ ଦରଜ
ଦେଖଣା
ବେ ଦରଜ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେ ଦରଜ
|
ବେଦରଜିଆ, ବେଦର୍ଜ(ର୍ଜ), ବେଦର୍ଜିଆ, ବେଦରଦ୍(ଦି), ବେଦର୍ଦ୍ଦ(ର୍ଦ୍ଦ)ଅନ୍ୟରୂପ
ବୈଦେଶିକ - ବିଶେଷଣ - (ଫାରାସୀ - ବେ+ଦର୍ଦ୍ଦ=ଦୟା)
[ସମ୍ପାଦନା]- ୧. ନର୍ଦ୍ଦୟ —୧. Cruel; unfeeling.
- ୨. ବିବେଚନାଶୂନ୍ୟ —୨. inconsiderate.
- ୩. ଦାୟିତ୍ୱଜ୍ଞାନଶୂନ୍ୟ —୩. Irresponsible.
- ୪. ଯନ୍ତ୍ରଣାମୁକ୍ତ —୪. Free from pain.