Jump to content

ବେ ପରଦା

ଉଇକିଅଭିଧାନ‌ରୁ

ବେ ପରଦା

ଉଚ୍ଚାରଣ

[ସମ୍ପାଦନା]

(ବେପର୍ଦ୍ଦା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବେ+ପରଦା=ଆବରଣ)

[ସମ୍ପାଦନା]
୧. ଉନ୍ନୁକ୍ତ; ଆବରଣହୀନ; ଖୋଲା; ବେଆବୁର —୧. Unscreened; uncovered; open; exposed.
୨. ବେହିୟା; ନିଲ୍ଲଜ —୨. Shameless.
୩. ବେଇଜ୍ଜତ; ସ୍ମମ୍ଭ୍ରମଶୂନ୍ୟ —୩. Shorn of prestige; immosdest.