Jump to content

ବେ ଫିକର

ଉଇକିଅଭିଧାନ‌ରୁ

ବେ ଫିକର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବେଫିକରିୟା—ଅନ୍ୟରୂପ)

ବୈଦେଶିକ - ବିଣ—(ଫାରାସୀ - ବେଫିକ୍ରୀ)

[ସମ୍ପାଦନା]
୧. ଆଶ୍ରୟହୀନ — ୧. Shelterless.
୨. ନିରୁପାୟ —୨. Resourceless.
୩. କାର୍ଯ୍ୟକର୍ମରହିତ —୩. Unemployed.
୪. ନିଶ୍ଚିନ୍ତ; ଭବିଷ୍ୟତ୍ ସମ୍ୱନ୍ଧେ ଚିନ୍ତାଶୂନ୍ୟ —୪. Unconcerned; careless; thoughtless; indifferent.