ବେ ବଖତ୍
ଦେଖଣା
ବେ ବଖତ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ବେଓ[ବ,ବ]କ୍ତ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ବେ+ବଖ୍ତ୍=ସମୟ)
[ସମ୍ପାଦନା]- ୧. ଅସମୟ; ମନ୍ଦ ସମୟ —୧. Bad times.
- ୨. ଅନୁପଯୁକ୍ତ ସମୟ —୨. Improper time; unsuitable time.
- ୩. ନିର୍ଦ୍ଧାରିତ ସୀମା ଗଡ଼ିଯିବା ସମୟ — ୩. Time beyond the fixed time-limit.
- ୪. ଅଶୁଭ ସମୟ —୪. Unpropitious time.